ଠିଆଚିତା

ଉଇକିଅଭିଧାନ‌ରୁ

ଠିଆଚିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

କପାଳରେ ଲମ୍ୱକରି କାଟିଥିବା ତିଲକ; ଊର୍ଦ୍ଧ୍ୱପୁଣ୍ଡ୍ର; ଭ୍ରୁଯୁଗରେ ମଧ୍ୟସ୍ଥଳରୁ କିମ୍ୱା ନାସାଗ୍ରରୁ କପାଳମଧ୍ୟସ୍ଥଳର କେଶ ମୂଳ ପର୍ଯ୍ୟନ୍ତ ଲମ୍ୱବାଗରେ ଯେଉଁ ଚିତା କଟାଯାଏ — A long perpendicular mark of sandal-paste made on the forehead.

ଗୋମୟେ ଦେଲେ ଠିଆ ଚିତା ଯେ ପ୍ରଭୂ ଗୋବ୍ରାହ୍ମଣହିତା—ଜଗନ୍ନାଥ ଭାଗବତ

[ ଦ୍ର—ଚିତା ନାନାପ୍ରକାରରେ କଟାଯାଏ ଯଥା—ହରିମନ୍ଦିରା ଚିତା; ରାମାନନ୍ଦି ଚିତା; ଶଗଡ଼ଦଣ୍ଡା ଚିତା ବା ଠିଆ ଚିତା ଇତ୍ୟାଦି]