ଠିଆ କରତ
(ହାତକରତ—ବିପରୀତ)
ଯେଉଁ କରତକୁ ୨ ଜଣ ମନୁଷ୍ୟ ଠିଆ ହୋଇ ଧରି ବଡ଼ କାଠ ଚିରନ୍ତି; ବଡ଼ କରତ; ଠେଲା; କରତ —Cross-cut saw (as opposed to hand-saw)