ଠିଆ କ(ରେ)ଇବା

ଉଇକିଅଭିଧାନ‌ରୁ

ଠିଆ କ(ରେ)ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ବ୍ୟକ୍ତି ବା ପଦାର୍ଥକୁ ଦଣ୍ଡାୟମାନ କରାଇବା —୧. To make a person or thing stand erect,
୨. ଠିଆ ହୋଇ ଅପେକ୍ଷା କରିବା ନିମନ୍ତେ ବାଧ୍ୟ କରାଇବା —୨. To cause or oblige a person to wait standing or to dance attendance.
୩. ଦଣ୍ଡଭୋଗ ନିମନ୍ତେ କୌଣସି ବ୍ୟକ୍ତିକୁ ଠିଆ ହେବାପାଇଁ ବିଧାନ କରିବା —୩. To make a person stand up on his legs (as a punishment)
୪. [ ଲକ୍ଷଣ୍ମାର୍ଥ) ଘରର ନିର୍ମାଣ ସମ୍ପୂର୍ଣ୍ଣ କରିବା — ୪. (figurative) To erect (a house)
୫. (ଲକ୍ଷଣାର୍ଥ) କୌଣସି ଅନୁଷ୍ଠାନକୁ ପ୍ରତିଷ୍ଠା କରିବା —୫. (figurative) To start an institution.