ଠିଆ ଠିଆ ହେବା

ଉଇକିଅଭିଧାନ‌ରୁ

ଠିଆ ଠିଆ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଅନିଚ୍ଛା ବା ଆଳସ୍ୟ ବଶତଃ କୌଣସି କାର୍ଯ୍ୟ ନ କରି ଠିଆ ହୋଇ ବିଳମ୍ୱ କରିବା —୧. To delay in doing a work (due unwillingness or laziness) by halting and standing at intervals.


୨. ଚାଲିବା ବେଳେ କାହାକୁ ଅପେକ୍ଷା କରି ଚାଲିବା; ମଝିରେ ରହି ରହି ଗତି କରିବା — ୨. To loiter during walk; to walk with frequent halts.