ଠିଆ ଠିଆ ହେବା
ଦେଖଣା
ଠିଆ ଠିଆ ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନିଚ୍ଛା ବା ଆଳସ୍ୟ ବଶତଃ କୌଣସି କାର୍ଯ୍ୟ ନ କରି ଠିଆ ହୋଇ ବିଳମ୍ୱ କରିବା —୧. To delay in doing a work (due unwillingness or laziness) by halting and standing at intervals.
- ୨. ଚାଲିବା ବେଳେ କାହାକୁ ଅପେକ୍ଷା କରି ଚାଲିବା; ମଝିରେ ରହି ରହି ଗତି କରିବା — ୨. To loiter during walk; to walk with frequent halts.