ଠିଆ ପହଁରା

ଉଇକିଅଭିଧାନ‌ରୁ

ଠିଆ ପହଁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପାଣିରେ ଠିଆ ହେବା ବାଗରେ ପହଁରିବା — ୧. A dexterous mode of swimming with the legs in a standing position.
୨. ଠିଆ ହୋଇ ଘରଦ୍ୱାରା ଛାଞ୍ଚୁଣିଦ୍ୱାରା ସମ୍ମାର୍ଜନ କରିବା ବା ଓଳାଇବା — ୨. Sweeping a place while standing. i.e. without stooping low.

[ଦ୍ରଷ୍ଟବ୍ୟ —ନଇଁ କରି ନ ଓଳାଇଲେ ଛାଞ୍ଚୁଣି ଆଦି ପୂର୍ଣ୍ଣରୂପେ ଭୂମିରେ ଲାଗେ ନାହିଁ]