ଠିଆ ମରୁଡ଼ି

ଉଇକିଅଭିଧାନ‌ରୁ

ଠିଆ ମରୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କେଣ୍ଡା ବାହାରି କ୍ଷୀର ବାହାରି କ୍ଷୀର ନ ଢୋକିଥିବା ଅବସ୍ଥାରେ ଜଳାଭାବରୁ ଧାନ ଗଛ ମରିଯିବା; ଧାନ ଗଛ ଫୁଲ ଉଡ଼େଇବା ପୂର୍ବରୁ ଜଳାଭାବରୁ ଶୁଖି ମଉଳିଯିବା —Withering of paddy plants for want of water while the ears of corn have not come out from the stalks.

[ ଦ୍ର—ଧାନଗଛ ଫୁଲ ଉଡ଼େଇବା ପରେ ଧାନ ମଧ୍ୟରେ ଚାଉଳ ଦନ୍ମେ ଚାଉଳ ଜନ୍ମିବାରୁ ଧାନ କେଣ୍ଡାମାନ ଭାରି ହୋଇ ଯାଏ ଓ ଗଛରୁ ତଳକୁ ଝୁଙ୍କି ପଡ଼େ ଧାନ କେଣ୍ଡାମାନ ଝୁଙ୍କିବା ପୂର୍ବରୁ ଧାନଗଛମାନ ଲମ୍ୱ ଭାବରେ ଠିଆ ହୋଇ ଥାଏ ସେହି ସମୟରେ ବର୍ଷା ନ ହେଲେ ଅର୍ଥାତ୍ ମରୁଡ଼ି ହେଲେ ତାକୁ ଠିଆ ମରୁଡ଼ି ବୋଲାଯାଏ]