ଠିଆ ଲଙ୍ଗୁଳି (କ୍ଷେ)ତ

ଉଇକିଅଭିଧାନ‌ରୁ

ଠିଆ ଲଙ୍ଗୁଳି (କ୍ଷେ)ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠିଆଲଙ୍ଗୁଳିଆ କ୍ଷେତ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯେଉଁ ଜଲମୟ କ୍ଷେତ୍ରରେ ସର୍ବଦା ଆଣ୍ଠୁକଠାରୁ ବେଶି ଜଳ ପୂର୍ଣ୍ଣ ଥାଏ ଯେଉଁ କ୍ଷେତରେ କୃଷି— ପ୍ରକ୍ରିୟା ସବୁ (ଯଥା—ଧାନରୁଆ, ବିଲବଛା, ଖେଳୁଆ ଆଦି) କୃଷକ ଠିଆ ହୋଇ କରିବାକୁ ବାଧ୍ୟ ହୁଏ — Water-logged field where the agriculturist is obliged to perform agricultural operations in a standing posture (as there is more than knee-deep of water in it).