ଠିକା
ଦେଖଣା
ଠିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ସ୍ଥିରୀକରଣ)
[ସମ୍ପାଦନା]- ୧. କୌଣସି କାମ ପାଇଁ ଆଗରୁ ସ୍ଥିରୀକୃତ ମୂଲ୍ୟ ବା ଦର — ୧. Contracted rate for a whole work; consolidated fare for a work agreed to beforehand.
- ୨. ପୂର୍ବରୁ ପାରିଶ୍ରମିକ ଚୂକ୍ତି କରି ବା ସ୍ଥିର କରି କରାଯିବା କାର୍ଯ୍ୟ; କାନ୍ତରାଟି କାମ —୨. Job-work; piece- work; work done by contract.
- ୩. ଅସ୍ଥାୟୀ କାର୍ଯ୍ୟ ବା ଚାକିରି — ୩. Temporary service or arrangement.
- ୪. ମଜୁରିରେ କରାଯିବା କାମ — ୪. Hire; mercenary work.
- ୫. ଠିକାରେ କାମ କରିବା ପ୍ରଣାଳୀ ବା ରୀତି — ୫. Contract system.
- ୬. ଇଜରା; ନିର୍ଦ୍ଦିଷ୍ଟ କରରେ କିଛି କାଳ ପାଇଁ ଦିଆଯିବା ଭୂସମ୍ପତ୍ତି ପଟ୍ଟା —Ijara; farming; temporary lease.
- ୭. ତାସ୍ ଖେଳରେ ଏକ ସମଖ୍ୟା ଚିହ୍ନିତ ତାସ୍ — ୭. The ace in card play.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆସ୍ଥାୟୀ —୧. Temporary.
- ୨. ଆଗରୁ ପାରିଶ୍ରମିକ ସ୍ଥିର ହେଇଥିବା (କାର୍ଯ୍ୟ) — ୨. Contracted (work)