ଠିକାଦାର୍

ଉଇକିଅଭିଧାନ‌ରୁ

ଠିକାଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. କାନ୍ତରାଟକାର; କାନତରାଟି; କଣ୍ଟ୍ରାକ୍ଟର — ୧. Contractor; one who undertakes to do any work on contract system.

ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଇଜରାଦାର; ବାର୍ଷିକ ବା ସାମୟିକ ଜମାରେ ଘାଟ ଆଦିର ମାସୁଲା ଆଦାୟର ସ୍ୱତ୍ୱ ପଟାନେଇ ଥିବା ବ୍ୟକ୍ତି — ୨. Ijaradar; a person who takes a farming lease.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ଗ୍ରାମର ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ନିର୍ଦ୍ଦିଷ୍ଟ ରାଜସ୍ୱ ଜମିଦାରଙ୍କ ନିକଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ କାଳ ନିମନ୍ତେ ଇଜାରା ନେଇଥିବା ବ୍ୟକ୍ତି —Farmer of a village under a zamindar.