ଠିକି ଶିଖିବା
ଦେଖଣା
ଠିକି ଶିଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠିକି ଶିଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସଂସାରକ୍ଷେତ୍ରରେ ନାନା ବାଧା ଅନୁଭବ କରି ଶିକ୍ଷା ବା ଅଭିଜ୍ଞତା ଲାଭ କରିବା; ଅନୁଭବଦ୍ୱାରା ବହୁଦର୍ଶୀ ହେବା —To learn a lesson or to acquire experience by encountering difficulties in the world.
[ଦ୍ରଷ୍ଟବ୍ୟ —ଠିକିଲା ନାରୀ ଘର କରେ—ପ୍ରବଚନ; ଏହାର ଅର୍ଥ =ଯେଉଁ ସ୍ତ୍ରୀ ସଂସାରରେ ବହୁତ ଦୁଃଖ ପାଇଥାଏ ସେ ଖୁବ୍ ଅଭିଜ୍ଞତା ଲାଭ କରେ]