Jump to content

ଠିକେ ଠିକେ

ଉଇକିଅଭିଧାନ‌ରୁ

ଠିକେ ଠିକେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସଂକ୍ଷେପରେ — ୧. Briefly; succininctly.
୨. ସ୍ଥୂଳତଃ —୨. Roughly; on the whole.

ଏଥକୁ ଆମ୍ଭେମାନେ ଠିକେ ଠିକେ ସବୁ କଥା ଲେଖି ମଙ୍ଗରାଜୀ ଅର୍ଥନୀତିର ମର୍ଯ୍ୟଦା ରକ୍ଷା କରିବାକୁ ଚେଷ୍ଠା କରିବୁଁ ଫକୀରମୋହନ, ଛମାଣଆଠଗୁଣ୍ଠ