ଠିକ୍ କିରିବା

ଉଇକିଅଭିଧାନ‌ରୁ

ଠିକ୍ କିରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଧମକାଣରେ ବ୍ୟବହୃତ)[ସମ୍ପାଦନା]

୧. (ଲକ୍ଷଣାର୍ଥ) ସୁଶାସିତ କରିବା ବା ଜବତ୍ କରିବା — ୧. (figurative) To bring under control; to teach a lesson.

(ଯଥା—ମୁଁ ତତେ ଠିକ୍ କରି ଦେବି)

୨. ନିଷ୍ପନ୍ନ ବା ସମ୍ପନ୍ନ କରିବା —୨. To complete; to accomplish.
୩. ନିଶ୍ଚୟ ବା ସ୍ଥିର କରିବା; ନିରୂପଣ କରିବା — ୨. To ascertain; to settle; to make sure.
୪. ବାଟକୁ ଆଣିବା; ସୁଧାରିବା —୪. To set right.