ଠିକ୍ ଠାକ୍

ଉଇକିଅଭିଧାନ ରୁ
Jump to navigation Jump to search

ଠିକ୍ ଠାକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]

୧. ସୁନିଶ୍ଚିତ; ସ୍ଥିରୀକୃତ — ୧. Settled.
୨. ନିୟମାଧୀନ —୨. Ordered; orderly.
୩. ନିରୂପିତ; ନିର୍ଧିଷ୍ଟ —୩. Certain; ascertained.
୪. ସୁସମାହିତ —୪. Completed; well arranged.
୫. କମ୍ ବା ବେଶି ନ ହୋଇ —୫. Fitting, exact; precies.
୬. ନିଷ୍ପତ୍ତି କରା ଯାଇଥିବା — ୬. Decided; settled.