ଠିକ କରିବା
ଦେଖଣା
ଠିକ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠିକ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସମଷ୍ଟି କରିବା; ଯୋଗ କରିବା — ୧. To sum up; to add together.
- ୨. ଏକାଧିକ ସଂଖ୍ୟାର ଯୋଗଫଳ ବାହାର କରିବା — ୨. To cast up a sum, to work out the total of more than one number.