ଠିକ ଠିକ

ଉଇକିଅଭିଧାନ‌ରୁ

ଠିକ ଠିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ବହୁବଚନ)[ସମ୍ପାଦନା]

୧. କୌଣସି ସମାଜରେ ବା ସ୍ଥାନରେ ବିଶିଷ୍ଟ ବା ଗଣ୍ୟମାନ୍ୟ (ବ୍ୟକ୍ତିଗଣ) — ୧. Very respectable and leading (person) of a locality or society. elite;

(ଯଥା—ଏ ଗାଆରୁ ଠିକ୍ ଠିକ୍ ୫ ଜଣ ଲୋକଙ୍କୁ ଡାକି ଏ ନିଷାପ କରାଇବା)

୨. ସାର; ମୂଲ୍ୟବାନ — ୨. Substantial; valuable.

ଶୁଣି ବାବୁ ନିରାକାର ଠିକଠିକ କଥା—ପ୍ରାଚୀ ବ୍ରହ୍ମନିରୂପଣଗୀତା

୩. ବଛା ବଛା —୩. Chosen; select.