Jump to content

ଠିର୍କାଇବା

ଉଇକିଅଭିଧାନ‌ରୁ

ଠିର୍କାଇବା

ଉଚ୍ଚାରଣ

[ସମ୍ପାଦନା]

[ଠିରିକା(କେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ବା ଜୀବକୁ ଆଗରୁ ସାବଧାନ କରି ଦେବାରୁ କୌଣସି ସ୍ଥଳରୁ ସେ ଚାଲି ଯିବାର ଉପାୟ କରିବା; ଟରକେଇବା —To warn away a person or animal from a place.