Jump to content

ଠିଲେଇବା

ଉଇକିଅଭିଧାନ‌ରୁ

ଠିଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥୂଳ)

[ସମ୍ପାଦନା]
୧. ଅତି ମାତ୍ରାରେ ପୂର୍ଣ୍ଣ ହେବା — ୧. To be full to overflowing.

(ଯଥା—ନଈରେ ପାଣି ଠିଲେଇଛି)

୨. ପଛଆଡ଼ୁ ଠେଲିବା — ୨. To push from behind.

(ଯଥା—ଗଙ୍ଗାରେ ଜୁଆର ପାଣି ଠିଲେଇଛି)