Jump to content

ଠୁଁ

ଉଇକିଅଭିଧାନ‌ରୁ

ଠୁଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ପଞ୍ଚମୀ ବିଭକ୍ତିର ଚିହ୍ନ)

[ସମ୍ପାଦନା]
୧. ଠାରୁ — ୧. From.

ନୋହିଲେ ମରିବି ମୁଁ ଛାଡ଼ ମୋଠୁଁ ସ୍ନେହ କୃଷ୍ଣସିଂହ. ମହାଭାରତ. ବନ

୨. ଅପେକ୍ଷା —୨. Than.
୩. ଅମୁକ କାଳରୁ; ଅବଧି —୩. Since.