ଠୁକି ଠୁକି ଦେବା

ଉଇକିଅଭିଧାନ‌ରୁ

ଠୁକି ଠୁକି ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଚାପୁଡ଼େଇବା; ଧୀରେ ଧୀରେ ଆଘାତ କରିବା —To pat; to strike slowly.

ଅର୍ଜୁନ ବାହୁ ବୁଝିବା ପାଇଁକି ଚିପି ଚିପି ଇନ୍ଦ୍ର ଯେ ଦେଲେ ଠୁକି ଠୁକି କୃଷ୍ଣସିଂହ. ମହାଭାରତ, ବନ