Jump to content

ଠୁକି ଠୁକି ଦେବା

ଉଇକିଅଭିଧାନ‌ରୁ

ଠୁକି ଠୁକି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଚାପୁଡ଼େଇବା; ଧୀରେ ଧୀରେ ଆଘାତ କରିବା —To pat; to strike slowly.

ଅର୍ଜୁନ ବାହୁ ବୁଝିବା ପାଇଁକି ଚିପି ଚିପି ଇନ୍ଦ୍ର ଯେ ଦେଲେ ଠୁକି ଠୁକି କୃଷ୍ଣସିଂହ. ମହାଭାରତ, ବନ