ଠୁକୁଠୁକା

ଉଇକିଅଭିଧାନ‌ରୁ

ଠୁକୁଠୁକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବ୍ୟଞ୍ଜନର ପ୍ରକାରବିଶେଷ; କ୍ଷୁଦ୍ର ମତ୍ସ୍ୟାଦିର ଅଳ୍ପ ରସଯୁକ୍ତ ବ୍ୟଞ୍ଜନ; ଛୋଟ ମାଛ କିମ୍ୱା ଛୋଟ ଫୁଲ— ବଡ଼ି ବା ଛତୁକୁ ମସଲା ପାଣି ଦେଇ ପାଣି ଶୁଖି— ଯିବା ଅବସ୍ଥା ପର୍ଯ୍ୟନ୍ତ ଚୁଲିରେ ବସାଇ ତିଆରି କରିବା ବ୍ୟଞ୍ଜନ, ଯେଉଁ ଅବସ୍ଥାରେ ତିଅଣ ସଜଳ ବା ନିର୍ଜଳ ରହେ ନାହିଁ —Curry cooked in such a manner that it is neither watery nor waterless.