ଠୁଣା

ଉଇକିଅଭିଧାନ‌ରୁ

ଠୁଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଟୁଣୁକା (ଦେଖ) - ୧. Ṭuṇukā (See)
୨. ଆଙ୍ଗୁଠିକୁ ବଙ୍କା କରି ଆଙ୍ଗୁଠିର ଗଣ୍ଠିଦ୍ୱାରା ଅନ୍ୟର ଖପୁରିରେ କରିବା ଆଘାତ ଠଣା —୨. A blow by the knuckle of the fisted fingers dealt on the skull of another.
(ଠୁଣୀ—ସ୍ତ୍ରୀ) 

ବିଶେଷଣ - ପୁଂ.[ସମ୍ପାଦନା]

ଠୁଣ୍କା (ଦେଖ) - Ṭhuṇ-kā (See)