ଠୁଳେ

ଉଇକିଅଭିଧାନ‌ରୁ

ଠୁଳେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ସ୍ଥୂଳତଃ)[ସମ୍ପାଦନା]

୧. ସ୍ଥୂଳରେ — ୧. Roughly.
୨. ଆଦୌ; ମୂଳୁଁ; ଭେଟେ; ଜମାରୁ — ୨. At all.

(ଯଥା—ମୋର କଚେରିକୁ ଯିବାକୁ ଏବେ ଠୁଳେ ଇଚ୍ଛା ହେଉ ନାହିଁ)

୩. ଏକତ୍ର; ସମଷ୍ଟିରେ; ମୋଟରେ — ୩. In a lump; in the gross; altogether.

ତହିଁର ପ୍ରତିଫଳ ଠୁଳେ ଦେଖ ପାଇଲି ଏକାବେଳେ ଭୂପତି. ପ୍ରେମପଞ୍ଚାମୃତ

୪. (ସଂସ୍କୃତ - ସ୍ତୋକ) କୢଞ୍ଚିନ୍ନାତ୍ର —୪. A little.