ଠେ
ଦେଖଣା
ଠେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ (ସଂସ୍କୃତ - ସ୍ଥାନେ; ତୁଳ. ପ୍ରା. ଟେ; ୭ମୀ ବିଭକ୍ତିର ଚିହ୍ମ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ)
[ସମ୍ପାଦନା]- ୧. ଠାଇଁ; ଠାରେ; ସ୍ଥାନରେ —୧. At; in.
- ୨. ପ୍ରତି; ଆଡ଼େ —୨. For; towards
ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ - (ପ୍ରତ୍ୟୟ)
[ସମ୍ପାଦନା](ସେ) ଅଛି; ଛି —(he) is. (a verbal inflexion in the present tense, ୩rd person, singular number).
(ଯଥା—ସେ ପାନିକେ ଯାଇଠେ)