ଠେଁସ ଦେବା
ଦେଖଣା
ଠେଁସ ଦେବା
ଉଚ୍ଚାରଣ
[ସମ୍ପାଦନା](ଠେସ ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଠେଁସ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପଦାର୍ଥକୁ ଆଶ୍ରୟ କରିବା — ୧. To take the help of prop.
- ୨. ଦୃଢ଼ ସଂଲଗ୍ନ ହୋଇ ଆଉଜିବା — ୯. To lean against.
କୁନ୍ଦନ କୁମ୍ଭ କୁଚେ ଲେପି ଚନ୍ଦନ ଠେଁସେ ଦିଏ ହୃଦୟର ଭଞ୍ଜ. ଲାବଣ୍ୟବତୀ
- ୩. ପେଲିବା —୩. To push.