Jump to content

ଠେକୁଆ

ଉଇକିଅଭିଧାନ‌ରୁ

ଠେକୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଶକ)[ସମ୍ପାଦନା]

ଶଶକ;ଶଶା —Hare; rabbit; Lupus Ruficaudatus

[ଦ୍ରଷ୍ଟବ୍ୟ —ଏମାନେ ମୂଷା ଜାତୀୟ, କିନ୍ତୁ ମୂଷାଠାରୁ ବଡ଼ ଜୀବ; ଲମ୍ୱର ଏକ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ପିଠି ଓ ପୁଛ ଖିଇରା , ପେଟ ଧଳା ଏମାନଙ୍କ କାନ ଦେହତୁଳନାରେ ଖୁବ ବଡ଼; ପ୍ରାୟ ୭ ଆଙ୍ଗୁଳ ଲମ୍ୱ ଏମାନେ ଘାସବଣ ଓ ବୁଦାଳିଆ ଜଙ୍ଗଲରେ ଓ ପଡ଼ିଆରେ ଗାତ ଖୋଳି ଦଳ ବାନ୍ଧି ରହନ୍ତି; ଲାଙ୍ଗୂଡ଼ ଛୋଟ, ପଛ ଗୋଡ଼ ଆଗ ଗୋଡ଼ ଅପେକ୍ଷା ଡେଙ୍ଗା; ଏମାନେ ରାତିରେ ପଦାରେ ବେଶି ବୁଲନ୍ତି ଓ ଖୁବ କୁଦା ମାରନ୍ତିଓ ଦଉଡ଼ନ୍ତି ଏ ଭାରି ଡରକୁଳା; ଏହାଙ୍କ ଦେହରେ ରୋମ ଖୁବ୍ କୋମଳ ଏ ସାମାନ୍ୟ ଆଘାତ ପାଇଲେ ମରିଯାଏ ଠେକୁଆ ୬ମାସ ବୟସରେ ଗର୍ଭ ଧାରଣ କରେ ଓ ମାସକ ଅନ୍ତରରେ ଗର୍ଭବତୀ ହୋଇ ଥରକେ ୭ ୮: ଛୁଆ ଜନ୍ମ କରେ କୌଣସି କୌଣସି ଦେଶରେ ଠେକୁଆ ମାନେ ଶୀତକାଳରେ ଧଳା ପାଲଟି ଯାଆନ୍ତି ଏହାର ମାଂସ ସୁସ୍ୱାଦୁ ହିନ୍ଦୁ ଶାସ୍ତ୍ର ମତେ ଏହା ଭକ୍ଷ ବୌଦିକ ମତରେ ଏହାର ମାଂସ ଶୀତଳ, ଲଘୁ ଏବଂ ଶୋଥ, ଅତୀସାର, ପିତ୍ତ, ଓ ରକ୍ତନାଶକ, ମଳବଦ୍ଧକାରକ— ହିନ୍ଦୀ - ଶବ୍ଦସାଗର]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ଦିକାଠିଆ — Woden pesg put on the wall.