ଠେଲିବା

ଉଇକିଅଭିଧାନ‌ରୁ

ଠେଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସ୍ଥଳ ଧାତୁ=ଗତି କିମ୍ୱା ଟଳ ଧାତୁ)[ସମ୍ପାଦନା]

୧. ପଛଆଡ଼ୁ ପେଲିବା — ୧. To push from behind.
୨. ପେଲିବା —୨. To jostle.

ଜେମା ସେବାଦାସୀ ମୋତେ ତିରସ୍କାରି କୂପେ ଠେଲି ଗଲା ଚାଲି—ନନ୍ଦକୁଶୋର. ଶର୍ମିଷ୍ଠା

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ପକା (କେ) ଇବା ନେବା, ଆଣିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]