ଠୋକରାଇବା

ଉଇକିଅଭିଧାନ‌ରୁ

ଠୋକରାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂସ୍କୃତ - ତ୍ରୋଟି— ପକ୍ଷି ଚଞ୍ଚୁ)[ସମ୍ପାଦନା]

୧. କଠିନ ପଦାର୍ଥକୁ ଚଞ୍ଚୁଦ୍ୱାରା ଧୀରେ ଧୀରେ ଆଘାତ କରିବା; ଖୁମ୍ପିବା — ୧. To peck at.
୨. କଠିନ ପଦାର୍ଥରେ ଅନ୍ୟ କଠିନ ବସ୍ତୁକୁ ଧୀରେ ଧୀରେ ଅର୍ଥାତ୍ ଠୁକୁଠୁକୁ ପରି ଆଘାତ କରିବା — ୨. To rap; to knock slowy and repeatedly.
୩. ଉପର୍ଯ୍ୟୁପରି ସାମାନ୍ୟ ଠଣମାରିବା — ୩. To repeatedly strike with the knuckle.
୪. ଠୋକର ଦେବା (ଦେଖ) - ୪. Ṭkara debā (See)