ଠୋ କରି

ଉଇକିଅଭିଧାନ‌ରୁ

ଠୋ କରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଠୋକିନା; ଠୋକିନି, ଠୋକିରି; ଠୋଦସ୍ଅନ୍ୟରୂପ

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ସ୍ପଷ୍ଟ) ଠୋସ୍ କରି; ସ୍ପଷ୍ଟରୂପେ (କହିବା) —୧. (to speak Clearly or plainly.
୨. (୨ଟି କଠିନ ବସ୍ତୁର ଆଘାତ ଜନିତ ଧ୍ୱନି) ଠୋ ଶବ୍ଦ ଜାତ କରି; ସଶବ୍ଦରେ —୨. Producing a loud cracking sound.
୩. (ସଂସ୍କୃତ - ହଠାତ୍) ହଠାତ୍; ଅଗ୍ର ପଶ୍ଚାତ୍ କିଛି ବିଚାର ନ କରି —୩. Suddenly; without mature consideration.

ଠୋ କରି ଛିଣ୍ଡାଇ ଦେନା କବିସୂର୍ଯ୍ୟ. କିଶୋରଚମ୍ପୁ ଠ ଗୀତ