ଡଂବ

ଉଇକିଅଭିଧାନ‌ରୁ

ଡଂବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ବିଶାଖ ପଟଣା) ବିଶେଷ୍ୟ -[ସମ୍ପାଦନା]

ବିଶାଖାପାଟଣା ଜିଲାର ଓଡ଼ିଆ ଜାତିବିଶେଷ —The name of an Oriya caste in the Vizag district.


[ଦ୍ରଷ୍ଟବ୍ୟ —ଏମାନେ ଲୁଗା ବୁଣି ବାଁ ମୁଷ୍ଟିଭିକ୍ଷା କରି ଜୀବିକା ନିର୍ବାହ କରନ୍ତି ଏମାନଙ୍କ ମଧ୍ୟରୁ କେତେକ ଖ୍ରୀଷ୍ଟଧର୍ମ ଅବଲମ୍ୱନ କରି ଅଛନ୍ତି]