ଡଅଁର

ଉଇକିଅଭିଧାନ‌ରୁ

ଡଅଁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡଁଅର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର=ଗର୍ତ୍ତ)[ସମ୍ପାଦନା]

୧. ପାଣି ଭଉଁରିର ତୋଡ଼ଦ୍ୱାରା ନଦୀ ଗର୍ଭରେ ହୋଇଥିବା ଗର୍ତ୍ତ ବା ଖାଲ — ୧. Deep pools grooved by eddies in the river-bed.
୨. ଜଳ ଭଉଁରି —୨. Eddy.
୩. ନଦୀର ଗଭୀର ଅଂଶ — ୩. Deep part of a river.