ଡଅଁର କରଞ୍ଜ

ଉଇକିଅଭିଧାନ‌ରୁ

ଡଅଁର କରଞ୍ଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡହର କରଞ୍ଜ—ଅନ୍ୟନାମ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପାଣିକୂଳରେ ଓ ଖାଲ ଜମିରେ ଜନ୍ମିବା ଏକପ୍ରକାର କରଞ୍ଜ ଗଛ — Pongamia India.

[ଦ୍ରଷ୍ଟବ୍ୟ —କରଞ୍ଜ ତଳେ ନୋଟ ଦେଖ; ବୈଦ୍ୟକ ମତରେ ଏହା ସ୍ତମ୍ଭନକାରକ, ବିକ୍ତକଷାୟରସ, କଟୁବିପାକ ଓ ଉଷ୍ଣ— ବୀର୍ଯ୍ୟ; ଏହା ବମନ , ପିତ୍ତ, ଅର୍ଶ, କ୍ରିମି, କୁଷ୍ଠ ଓ ପ୍ରମେଦ ନିବାରକ ଏଥିରେ ଛୁଇଁ ଚେପଟା ଓ ପ୍ରତି ଛୁଇଁରେ ଗୋଟିଏ ଲେଖାଏଁ ଚେପଟା ମଞ୍ଜି ଥାଏ ଏ ମଞ୍ଜିରୁ ଦୀପ ଜଳାଇବା ତେଲ ବାହାରେ ଏ ତେଲ ଚର୍ମରୋଗରେ ମଧ୍ୟ ଉପକାରୀ]