ଡଉଲ
ଦେଖଣା
ଡଉଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଡୌଲ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଡମ୍ୱର=ଆକୃତି; ବିଳାସ)
[ସମ୍ପାଦନା]- ୧. ସୁନ୍ଦର; ଘଟଣ — ୧. Pretty; handsome; nice; graceful.
- ୨. ସୁଡୌଲ; ସୁଠାମ; ସୁଗଠିତ ଶରୀରବିଶିଷ୍ଟ — ୨. Of symmetrical buildl; well-shaped.
[ଦ୍ରଷ୍ଟବ୍ୟ —ସୁଡୌଲ=ସୁନ୍ଦର, ବେଡୌଲ=ଅସୁନ୍ଦର]
ଅନୁବାଦ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]ଢଙ୍ଗ; ଢପ; ରୀତି; ଢାଞ୍ଚା — ୨. Manner; fashion; method.
- ୨. ଭାବଭଙ୍ଗୀ; ଆଚରଣ —୨. Attitude,
- ୩. ଅଙ୍ଗସୌଷ୍ଠବ; ସୁଗଠନ — ୩. Symmetry of from; grace.
- ୪. ମୃର୍ତ୍ତି —୪. Shape.
- ୫. ଗଠନ —୫. Form; make.