ଡଉଲ

ଉଇକିଅଭିଧାନ‌ରୁ

ଡଉଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡୌଲ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଡମ୍ୱର=ଆକୃତି; ବିଳାସ)[ସମ୍ପାଦନା]

୧. ସୁନ୍ଦର; ଘଟଣ — ୧. Pretty; handsome; nice; graceful.
୨. ସୁଡୌଲ; ସୁଠାମ; ସୁଗଠିତ ଶରୀରବିଶିଷ୍ଟ — ୨. Of symmetrical buildl; well-shaped.

[ଦ୍ରଷ୍ଟବ୍ୟ —ସୁଡୌଲ=ସୁନ୍ଦର, ବେଡୌଲ=ଅସୁନ୍ଦର]

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

ଢଙ୍ଗ; ଢପ; ରୀତି; ଢାଞ୍ଚା — ୨. Manner; fashion; method.

୨. ଭାବଭଙ୍ଗୀ; ଆଚରଣ —୨. Attitude,
୩. ଅଙ୍ଗସୌଷ୍ଠବ; ସୁଗଠନ — ୩. Symmetry of from; grace.
୪. ମୃର୍ତ୍ତି —୪. Shape.
୫. ଗଠନ —୫. Form; make.