ଡକଡକା

ଉଇକିଅଭିଧାନ‌ରୁ

ଡକଡକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡକଡକୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ - ଫୁ. (ସଂସ୍କୃତ - ଢକ୍କା; ଯେ ସବୁ କଥାକୁ ନାଗରା ପିଟି ଘୋଷଣା କରିବା ଭଳି ସବୁଆଡ଼େ କହି ବୁଲେ)[ସମ୍ପାଦନା]

୧. ଡବଡବା; ଯେଉଁ ଲୋକ ପେଟରେ କିଛି କଥା ଗୋପନ ନ ରଖି କହି ବୁଲେ — ୧. Babbler; one who babbles out secrets.
୨. ଯେଉଁ ଲୋକ ଅସମ୍ଭବ ଆଶ୍ଚର୍ଯ୍ୟଜନିକ କଥାମାନ ଗପେ; ଅତୁକ୍ତିକାରକ — ୨. A marvel -teller; an exaggerator.
୩. ବାବଦୁକ; ଗପଡ଼ୀ —୩. Talktive; garrulous.