ଡକଡକା
ଦେଖଣା
ଡକଡକା
ଉଚ୍ଚାରଣ
[ସମ୍ପାଦନା](ଡକଡକୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ଓ ବିଶେଷ୍ୟ - ଫୁ. (ସଂସ୍କୃତ - ଢକ୍କା; ଯେ ସବୁ କଥାକୁ ନାଗରା ପିଟି ଘୋଷଣା କରିବା ଭଳି ସବୁଆଡ଼େ କହି ବୁଲେ)
[ସମ୍ପାଦନା]- ୧. ଡବଡବା; ଯେଉଁ ଲୋକ ପେଟରେ କିଛି କଥା ଗୋପନ ନ ରଖି କହି ବୁଲେ — ୧. Babbler; one who babbles out secrets.
- ୨. ଯେଉଁ ଲୋକ ଅସମ୍ଭବ ଆଶ୍ଚର୍ଯ୍ୟଜନିକ କଥାମାନ ଗପେ; ଅତୁକ୍ତିକାରକ — ୨. A marvel -teller; an exaggerator.
- ୩. ବାବଦୁକ; ଗପଡ଼ୀ —୩. Talktive; garrulous.