ଡକା

ଉଇକିଅଭିଧାନ‌ରୁ

ଡକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା)[ସମ୍ପାଦନା]

୧. ବୋବାଳି; ଧ୍ୱନି; ରବ; ଚିତ୍କାର — ୧. Cry; sound.

ଯୁଗାନ୍ତ ମେଘ ପରି ଗାଣ୍ଡିବ କଲେ ଡକା ଶୁଣି ତୁମ୍ଭର ଲୋକେ ହୋଇଲେ ତାଟକା କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୨. କ୍ରନ୍ଦନର ରୋଳ —୨. Lamentation.

ଧାଇଁ ଅଇଲି ନ ସହି ତାଙ୍କ ଡକା, ଥିବକି ଯିବନି ସରିତେ କବିସୂର୍ଯ୍ୟ, ସଙ୍ଗୀତ

୩. ରଡ଼ି; ଉଚ୍ଚ ଗର୍ଜନ —୩. Voilent roar.
୫. ଚହଳ —୫. Noise; uproar.

ହାତୁ ଫିଟିଲେ ବ୍ରଜରେ ପଡ଼େ ଡକା ଦାଶରଥି, ବ୍ରଜବିହାର

୫. . ନିନ୍ଦା; ଅପବାଦ — ୫. Scandal; bad name; evil reputation.
୬. ଆତୁର ଶବ୍ଦ; ବିକଳ ଚିତ୍କାର ===

ଡକା କରଇ ମୁଁ ବନ୍ଧୁ ସରିଲିଟି କବିସୂଯ୍ୟ. ସଂଙ୍ଗୀତ

୭. [[ ଡମରୁ ୧[[]] (ଦେଖ) - ୭. Ḍamaru ୧ (See)

ବିଶେଷଣ -[ସମ୍ପାଦନା]

୧. ଆହୂତ — ୧. Called.
୨. ନିମନ୍ତ୍ରିତ —୨. Invited.