ଡକା ପାଡ଼ିବା
ଦେଖଣା
ଡକା ପାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଡକା ପାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଉଚ୍ଚୈଃସ୍ୱରରେ ଶବ୍ଦ କରିବା — ୧. To utter a loud cry.
ସେଠାରୁ ସେହି ଶ୍ୱାନ ଡକାପାଡ଼ି ଗଲା କୃଷ୍ଣସିଂହ. ମହାଭାରତ ଆଦି
- ୨. ଉଚ୍ଚୈଃସ୍ୱରରେ କାନ୍ଦିବା; କାନ୍ଦ— ବୋବାଳି କରିବା —୨. To lament loudly; to wail.
ମାତାମାନେ ତାହା ଦେଖିଣ ଦୁଃଖୀ ହୋଇ ପାଡ଼ିଲେ ଡ଼କା ଭଜେ ବଦନ ଶୁଖାଇ କୃଷ୍ଣସିଂହ. ମହାଭାରତ. ବନ