ଡଙ୍କା ମାରିବା

ଉଇକିଅଭିଧାନ‌ରୁ

ଡଙ୍କା ମାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ଡଙ୍କା ପିଟିବା (ଦେଖ) - ୧. Ḍaṅkā piṭibā (See)
୨. ହାଣ୍ଡିରେ ସିଝୁଥିବା ତିଅଣ ଆଦିକୁ ଅଣକଦ୍ୱାରା ଗୋଳାଇବା —୨. To stir boiling curry etc with the ladle.



ଡଙ୍କା ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ନିଆଁ ଉପରେ ପାକ କରାଯାଉଥିବା ତିଅଣ ଆଦିଙ୍କୁ ଡଙ୍କା ବା ଅଣକଦ୍ୱାରା ଘାଣ୍ଟିବା