ଡଙ୍କି

ଉଇକିଅଭିଧାନ‌ରୁ

ଡଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଓଡ଼ିଆ ଡଙ୍କା=ଅଣକ +କ୍ଷୁଦ୍ରାର୍ଥେ ଇ)[ସମ୍ପାଦନା]

୧. ତମ୍ୱା ବା ପିତଳ ନିର୍ମିତ ଛୋଟ ଚାମଚ; ଚମସୀ — ୧. Metal spon;a small ladle: made of metal.

[ଦ୍ରଷ୍ଟବ୍ୟ —ଏଥିଦ୍ୱାରା ପଞ୍ଚୁପାତ୍ରିରୁ ଜଳ ଆଣି ପୂଜାବେଳେ ବ୍ୟବହାର କରାଯାଏ]

୨. (ସଂସ୍କୃତ - ବରଣ୍ଡ) ବେକ ମୁଣ୍ଡାରେ ଉଠିବା ମାରାତ୍ମକ ବ୍ଣ— ବିଶେଷ; ପୃଷ୍ଠ ବ୍ରଣ —୨. A boil or carbuncle on the nape of the neck.
୩. ମାଲଖୁମ୍ୱରେ କରାଯିବା ଏକପ୍ରକାର କସରତ୍ — ୩. A kind of athletic exercise with a post or pillar.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ବାନ୍ତି ରୋଗ — ୧. A disease accompanied with repeated vomiting.

(ଯଥା— ଡଙ୍କି ଧରିବା, ଡଙ୍କି ଦେଖାଇବା)

୨. ଏକପ୍ରକାର ଲତା — ୨. A kind of creeper.