ଡଙ୍କ ମୋଡ଼ଦେବା

ଉଇକିଅଭିଧାନ‌ରୁ

ଡଙ୍କ ମୋଡ଼ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. (ଜଳାଭାବରୁ ବା ପ୍ରଚଣ୍ଡ ଖରା— ଯୋଗୁଁ ବା ମୂଳକାଟି ଦେବାରୁ)ବୃକ୍ଷ— ଲତାଦିର କୋମଳ ଅଗ୍ରଭାଗ ମଉଳିଯିବା ବା ଝାଉଁଳି ଯିବା —୧. To wither at the top (said of plants and creepers).

(ଯଥା—ଖରାରେ ଲାଉ ଗଛଟି ଡଙ୍କ ମୋଡ଼ି ଦେଲାଣି)

୨. (ଆଘାତାଦିଜନିତ ହୁର୍ବଳତା ଯୋଗୁଁ କୌଣସି ପ୍ରାଣୀର) ମୁଣ୍ଡ ଅଂଶ ବୋକଠାରୁ ଏକପାଖକୁ ଢଳି ପଡିବା — ୨. To bend down one's head,being over- come with weakness.

(ଯଥା— ସର୍ପାଘାତରେ ସେ ମନୁଷ୍ୟଟି ଡଙ୍କ ମୋଡ଼ି ଦେଲାଣି)

୩. ଲତା ବା ବୃକ୍ଷାଦିର କୋମଳ ଅଗ୍ରଭାଗକୁ ମୋଡ଼ି ପକାଇବା —୩. To twist the tender shoot of a plant or creeper.
୪. କୌଣସି ଲୋକର ବେକଠାରୁ ମୁଣ୍ଡକୁ ମୋଡ଼ି ମାରି ପକାଇବା —୪. To wring out a person's neck.