ଡଙ୍ଗ ଛୁଇଁବା

ଉଇକିଅଭିଧାନ‌ରୁ

ଡଙ୍ଗ ଛୁଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡଙ୍କ ମାରିବା, ଡଙ୍କ ଲାଗିବାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଶୁଭାବାଚନ; କିମ୍ୱାସଂସ୍କୃତ - ଦଂଶ=ନାହୁଡ଼)[ସମ୍ପାଦନା]

ସର୍ପଘାତ —(Eupheism) Snake- bite

[ଦ୍ରଷ୍ଟବ୍ୟ ା— ସାପର ନାମ ଉଚ୍ଚାରଣ କରିବା ଅମଙ୍ଗଳର ଭାବି ଲୋକେ ସାପ ନାମ ନଧରି ଡଙ୍କ, ଲଅ,ଲହ, ଲମ୍ୱଜନ୍ତୁ ଆଦି ଶଦ୍ଦ ବ୍ୟବହାର କରନ୍ତି]