ଡଜଲ

ଉଇକିଅଭିଧାନ‌ରୁ

ଡଜଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ମହର୍ଗ; ମହଙ୍ଗା — Of high price; dear.

(ଯଥା— ଇନର ଧାନ ଚାଉଳ ବଡ଼ା ଡଜଲ, ଅର୍ଥାତ ଏ ବର୍ଷ ଧାନ ଚାଉଳ ଭାରି ମହର୍ଗ ହେଇଅଛି)