ଡଣ୍ଡିର

ଉଇକିଅଭିଧାନ‌ରୁ

ଡଣ୍ଡିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସମୁଦ୍ର ଫେଣ (ଏହା ରଙ୍ଗ ଦିଆଯବା ଜିନିସକୁ ପାଲିସ କରିବାରେ ବ୍ୟବହୃତ ହୁଏ) —୧, Cuttle- bone; the bone of cuttle-fish (used in polishing furnitures to be dyed).
୨. ପାଣିର ଫେଣ (ହିନ୍ଦୀ - ଶବ୍ଦସାଗର) — ୨. Foam of water.