Jump to content

ଡବଲ୍ ଲକ୍

ଉଇକିଅଭିଧାନ‌ରୁ

ଡବଲ୍ ଲକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଦୋହରା କୋଲପ; ଜୋଡ଼ି କୋଲପ —Double lock.

[ଦ୍ରଷ୍ଟବ୍ୟ — କୌଣସି ସିନ୍ଦୁକ ବା ବାକ୍ସ ବା ଘରେ ଥିବା ଧନ ବା କାଗଜପତ୍ରକୁ ଅପେକ୍ଷାକୃତ ନିରାପଦ କରିବା ପାଇଁ ସେଠାରେ ୨ଟି କୋଲପ ପଡ଼େ ଓ ଦୁଇ କୋଲପର ୨ଟି ଚାବି ପୃଥକ୍ ୨ ଜଣଙ୍କଠାରେ ଥାଏ; ଜଣେ କେହି ତାକୁ ଫିଟାଇ ପାରିବେ ନାହିଁ ୨ ଜଣଙ୍କ ରାଜି ହେଲେ ତାହା ଫିଟେ]