ଡବାଳିବା

ଉଇକିଅଭିଧାନ‌ରୁ

ଡବାଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ପ୍ରାଦେଶିକ - (ଗଡ଼ଜାତ) କ୍ରି—(ଧ୍ୱନ୍ୟନୁକରଣ, ଡବଡବ)

୧. ବହୁପରିମାଣରେ ପାଣି ଅଜାଡ଼ି ଦେବା — ୧. To pour down water profusely.
୨. ବହୁ ପରିମାଣରେ ପାଣି ଝରିବା — ୨. (water) To ooze much.

(ଯଥା— ସେଠାରେ କୂଅଁ ଖୋଳିଲେ ପାଣି ଡବାଳିବା)