ଡମନ୍

ଉଇକିଅଭିଧାନ‌ରୁ

ଡମନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ଅ (ଜାହାଜିଆ ଶବ୍ଦ)[ସମ୍ପାଦନା]

(ପାଲଟଣା ଡଙ୍ଗା ବା ଜାହାଜର ପାଲକୁ ତଳକୁ ଟାଣିଦେବା ଆବଶ୍ୟକ ହେଲେ ନାଉରିମାନେ ଏହି ଶବ୍ଦ ବ୍ୟବହାର କରନ୍ତି; ଏହାର ଅର୍ଥ) ପାଲକୁ ତଳକୁ ଟାଣିଦିଅ — (nautical term) Lower the sail.