ଡମର
ଦେଖଣା
ଡମର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଅସ୍ତ୍ରଶସ୍ତ୍ରାଦି ସହିତ କଳହ, ଦଙ୍ଗା; ମାରପିଟ — ୧. Affray amongst people armed with weapons; riot.
- ୨. ଆକ୍ରମଣ —୨. Attack; invasion; onslaught; assault.
- ୩. ବିପ୍ଳବ —୩. Insurrection; rebellion.
- ୪. ଭୟରେ ପଳାଇବା; ଛତ୍ରଭଙ୍ଗ — ୪. Fleeing out of fright; rout.
- ୫. କୋଳାହଳ; ଘୋଓଘାଁ — ୫. Tumult (Apte).
- ୬. ଭିନ୍ନ ଭିନ୍ନ ଗ୍ରାମମାନଙ୍କ ମଧ୍ୟରେ ଯୁଦ୍ଧ — ୬. Petty warfare between villages (Apte).
- ୭. ଚିତ୍କାର ଓ ସଙ୍କେତଦ୍ୱାରା ଶତ୍ରୁକୁ ଡରାଇବା — ୭. Terrifying an enemy by shouts and gestures (Apte.)