ଡମର

ଉଇକିଅଭିଧାନ‌ରୁ

ଡମର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଡମ ଅନୁକରଣ ଧ୍ୱନି+ରୂ ଧାତୁ+ଭାବ. ଅ)[ସମ୍ପାଦନା]

୧. ଅସ୍ତ୍ରଶସ୍ତ୍ରାଦି ସହିତ କଳହ, ଦଙ୍ଗା; ମାରପିଟ — ୧. Affray amongst people armed with weapons; riot.
୨. ଆକ୍ରମଣ —୨. Attack; invasion; onslaught; assault.
୩. ବିପ୍ଳବ —୩. Insurrection; rebellion.
୪. ଭୟରେ ପଳାଇବା; ଛତ୍ରଭଙ୍ଗ — ୪. Fleeing out of fright; rout.
୫. କୋଳାହଳ; ଘୋଓଘାଁ — ୫. Tumult (Apte).
୬. ଭିନ୍ନ ଭିନ୍ନ ଗ୍ରାମମାନଙ୍କ ମଧ୍ୟରେ ଯୁଦ୍ଧ — ୬. Petty warfare between villages (Apte).
୭. ଚିତ୍କାର ଓ ସଙ୍କେତଦ୍ୱାରା ଶତ୍ରୁକୁ ଡରାଇବା — ୭. Terrifying an enemy by shouts and gestures (Apte.)