ଡମରୁମଧ୍ୟ

ଉଇକିଅଭିଧାନ‌ରୁ

ଡମରୁମଧ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଡମରୁମଧ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି; ଡମରୁ+ମଧ୍ୟ)[ସମ୍ପାଦନା]

ଡମରୁ ପରି ଯାହା ମଧ୍ୟ ବା କଟିଭାଗ ସରୁ — Slender in the middle.

ବିଶେଷ୍ୟ - (ଭୁଗୋଳପରିଭାଷା)[ସମ୍ପାଦନା]

ଯୋଜକ — (Geography) Isthmus.