ଡମାଡଉଲ
ଦେଖଣା
ଡମାଡଉଲ
ଉଚ୍ଚାରଣ
[ସମ୍ପାଦନା]ଡମାଡୋଲ, ଡମାଡୌଲଅନ୍ୟରୁପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅମିତବ୍ୟୟୀ — ୧. Extravagant; spendthrift.
- ୨. ଅସ୍ଥିର —୨. Restless.
- ୩. ଅବ୍ୟବସ୍ଥିତଚିତ୍ତ —୩. Fickle-minded.
ବିଶେଷ୍ୟ -
[ସମ୍ପାଦନା]- ୧. ଅଯଥା ଅଡ଼ମ୍ୱର — ୧. Pomp; outward grandeur.
- ୨. ଗୋଳମାଳ; ଘୋଘା — ୨. Uproar; tumult; disorder.
- ୩. ଧରାପଗଡ; ଘଣ୍ଟାଚକଟା — ୩. Hurly-burly; a violent agitation.