ଡମ ଘୁ ରୁଡ଼ୁ

ଉଇକିଅଭିଧାନ‌ରୁ

ଡମ ଘୁ ରୁଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶା ଗଡଜାତରେ ଉତ୍ପନ୍ନ ଏକ ପ୍ରକାର ଶକ୍ତ କାଠ ଗଛ — A kind of hard- wood-tree found in the Orissa States.

[ ଦ୍ର— ଏଥିରେ ଭଲ ପାନିଆଁ ପ୍ରଭୃତିତିଆରି ହୁଏ ଛାପା ହେବାପାଇଁ ଚିତ୍ରର ବ୍ଳକ୍ ତିଆରି କରିବାରେ ଏହା ଖୁବ୍ ଉପେଯୋଗୀ ]