ଡରାଣ

ଉଇକିଅଭିଧାନ‌ରୁ

ଡରାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଭୟ ଦେଖାଇବା — ୧. Frightening; causing dread.
୨. ଧମକ —୨. Threatening; threat.

କାହା ହାସ କୁହାଇବି କାମ ଡରାଣକୁ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୩. ଏକ ବ୍ୟକ୍ତିଦ୍ୱାରା କୌଣସି କାର୍ଯ୍ୟର ସୁସମ୍ପାଦନର ଆଶାକୁ ଦୃଢ଼ତର କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ବ୍ୟକ୍ତି— ଠାରୁ ନିଆଯିବା ଜାମିନ୍ନାମା — ୩. A formal security bond or bail bond taken from a ୩rd person.