ଡରାଣ
ଦେଖଣା
ଡରାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୟ ଦେଖାଇବା — ୧. Frightening; causing dread.
- ୨. ଧମକ —୨. Threatening; threat.
କାହା ହାସ କୁହାଇବି କାମ ଡରାଣକୁ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୩. ଏକ ବ୍ୟକ୍ତିଦ୍ୱାରା କୌଣସି କାର୍ଯ୍ୟର ସୁସମ୍ପାଦନର ଆଶାକୁ ଦୃଢ଼ତର କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ବ୍ୟକ୍ତି— ଠାରୁ ନିଆଯିବା ଜାମିନ୍ନାମା — ୩. A formal security bond or bail bond taken from a ୩rd person.