Jump to content

ଡରେଇ ହରେଇ

ଉଇକିଅଭିଧାନ‌ରୁ

ଡରେଇ ହରେଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସହଚର ଶବ୍ଦ)

[ସମ୍ପାଦନା]
୧. ନାନାପ୍ରକାରେ ଭୟ ଦେଖାଇ —୧. By holding out dread.

ଅଳି କରି ଡରେଇ ହରେଇ ମୋ ପାଖରୁ ଟଙ୍କା ପଇସା ନିଏ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଧମକା ଚମକା କରି — ୨. By repeated threats.